‘ଦାଦାବଟିକୁ ନା’ ଅଭିଯାନରେ ଆଜି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଦ୍ୱୈତ ନଗରୀ ବାସିନ୍ଦାଙ୍କ ପାଇଁ କେବଳ ଦାଦାବଟି ସଂକ୍ରାନ୍ତରେ ଖବର ଓ ଅଭିଯୋଗ ଦେବା ପାଇଁ ଏକ ଫୋନ ସେବାର ଶୁଭାରମ୍ଭ କରିଛନ୍ତି I 20.10.2020.

wpChatIcon