ଆଜି ୨୪.୦୬.୨୦୨୬ ତାରିଖରେ ସବ୍-ଇନ୍ସପେକ୍ଟର (SI) / ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମାନଙ୍କ ପାଇଁ “ପ୍ରାରମ୍ଭିକ ପ୍ରଶିକ୍ଷଣ” ବିଷୟରେ ଆୟୋଜିତ ଏକ ଦିନିଆ ଇନ୍-ସର୍ଭିସ୍ ଟ୍ରେନିଂ ପ୍ରୋଗ୍ରାମ୍‌କୁ ଡଃ ଏସ୍. ଦେବ ଦତ୍ତ ସିଂହ, IPS, ପୋଲିସ କମିଶନର, ଭୁବନେଶ୍ୱର-କଟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ନରସିଂହ ଭୋଳ, IPS, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର-କଟକ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ ଅଧିକାରୀମାନଙ୍କର ବୃତ୍ତିଗତ ଦକ୍ଷତା, କାର୍ଯ୍ୟକ୍ଷମତା ଏବଂ ଉତ୍ତମ ପୋଲିସିଂ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା।

bhubaneswarcuttackpolice.gov.in

You are about to proceed to an external website.

wpChatIcon