କଟକ ୟୁପିଡି ଅନ୍ତର୍ଗତ ମଙ୍ଗଳାବାଗ ଥାନା ଏବଂ କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ର ମିଳିତ ସହଯୋଗରେ ୧୨.୦୭.୨୦୨୬ ରିଖ ଦିନ ମଙ୍ଗଳାବାଗ ଥାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ କଟକ ଡିସିପି ଶ୍ରୀ ଖିଲାରୀ ଋଷିକେଶ ଜ୍ଞାନଦେଓ, ଆଇପିଏସ ଉଦଘାଟନ କରିଥିଲେ। ଶିବିର ଅବସରରେ ସମୁଦାୟ ୨୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏସସିବି (SCB) ମେଡିକାଲ ଏବଂ ଆଇଆରସିଏସ (IRCS) କଟକ ଦ୍ୱାରା ଏହି ରକ୍ତ ସଂଗ୍ରହ କରାଯାଇଥିଲା।

bhubaneswarcuttackpolice.gov.in

You are about to proceed to an external website.

wpChatIcon