ତା ୨୦.୦୭.୨୦୨୬ ରିଖରେ, ମୋବାଇଲ୍ ଛିନତାଇ ମାମଲାରେ ଦ୍ରୁତ ଓ ପ୍ରଯୁକ୍ତିନିର୍ଭର ତଦନ୍ତ ଫଳରେ ଆନ୍ତର୍ରାଜ୍ୟ ମୋବାଇଲ୍ ଚୋରି ଅଭିଯୋଗ ରେ ଜଣେ ସଦସ୍ୟ ଗିରଫ ହୋଇଛନ୍ତି ଏବଂ ୧୫୦ଟି ଚୋରା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ସେ ଗୁଡିକ ତାଙ୍କ ଯଥାର୍ଥ ମାଲିକଙ୍କୁ ଫେରାଇ ଦିଆଯାଇଅଛି । ଏହା ରଥଯାତ୍ରା ସମୟରେ ଭୁବନେଶ୍ୱର, କଟକ ଓ ପୁରୀର ଭିଡ଼ ସ୍ଥାନରେ ସକ୍ରିୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୋବାଇଲ୍ ହଜିଗଲେ କିମ୍ବା ଚୋରି ହେଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ। କିମ୍ବା CEIR Portal: https://www.ceir.gov.in/Home/index.jsp ପୋର୍ଟାଲ୍ ରେ ମୋବାଇଲ୍ ବ୍ଲକ୍ କରନ୍ତୁ ।

bhubaneswarcuttackpolice.gov.in

You are about to proceed to an external website.

wpChatIcon